ନବୀନ ଓଡ଼ିଆ କହନ୍ତି ନାହିଁ କାହିଁକି?

ସନ୍ଦୀପ ସାହୁ [ଓଡ଼ିଆ ଜାତିର ପରିଚୟ ନିହିତ ତା ଭାଷାରେ । ଇଂରେଜ କବଳରେ ତା ଭାଷା ଉପରେ ବିପଦ ଦେଖାଦେଇଥିବା ହେତୁ ସମଗ୍ର ଓଡ଼ିଆ ଜାତି ମଧୁବାବୁଙ୍କ ନେତୃତ୍ବରେ ପୃଥିବୀର ଅଦ୍ଵିତୀୟ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲା ଓ ଉପନିବେଶବାଦୀ ଇଂରେଜ ବାଧ୍ୟ ହୋଇଥିଲା ମଥା ନୋଇଁବାକୁ ; ଆବିର୍ଭୂତ ହୋଇଥିଲା ଭାଷାଭିତ୍ତିକ ପ୍ରଦେଶ – … Read more →

Naveen’s deathblow to Oriya Language -2

Subhas Chandra Pattanayak ଏହି ପୁସ୍ତକର ପାଠ୍ୟ ଓଡ଼ିଆ ଜାତିର ଅବଗତି ପାଇଁ କ୍ରମାଗତ ଭାବେ ପରିବେଷଣ କରାଯିବ । ଆମ ରାଜ୍ୟଭାଷା ଭୟଙ୍କର ବିପଦରେ । କ୍ରମାନୁବୃତ୍ତି ଓଡ଼ିଆ ଲୋକେ ନଜାଣିଥିବା ଭାଷାରେ ସେମାନଙ୍କ ଜମିଜମାର ରେକର୍ଡ ବି ତିଆରିହେଲା । ଦୃଷ୍ଟାନ୍ତ ସ୍ୱରୂପ ନିମ୍ନ ୩ ଗୋଟି ଦଲିଲ ଦ୍ରଷ୍ଟବ୍ୟ । ତେଲୁଗୁ … Read more →

Naveen’s deathblow to Oriya Language – 1

ଓଡ଼ିଶାର ଆବିର୍ଭାବ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଯଦି ଏକତ୍ର କରି ଗୋଟିଏ ପ୍ରଦେଶ ସୃଷ୍ଟି କରାନଯାଏ, ତେବେ କୌଣସି ଯଥାର୍ଥତା ନଥାଇ ଏପରି ଚାରି ଭାଗରେ ଭାଗ ଭାଗ ହୋଇରହିଥିଲେ ଏହି ସୂକ୍ଷ୍ମ ବୁଦ୍ଧିସମ୍ପନ୍ନ ଉତ୍କୃଷ୍ଟ ଜାତି ଯେଉଁ ସ୍ଵାଭାବିକ ଅଗ୍ରଗତି ପାଇଁ ହକଦାର, ହୁଏତ ତାହା ସମ୍ଭବ ହେବନାହିଁ ବୋଲି କହିଥିଲେ ମହାତ୍ମା ଗାନ୍ଧୀ … Read more →