ସମାଜରେ କର୍ମଚାରୀ ଶୋଷଣ // ମାନବ ଅଧିକାର ଆୟୋଗ ହସ୍ତକ୍ଷେପ କରୁ , ଜାଲ୍ ଦଖଲକାରୀଙ୍କୁ ବେଦଖଲ କରାଯାଉ

ସୁଭାଷ ଚନ୍ଦ୍ର ପଟ୍ଟନାୟକ ପତ୍ରାଙ୍କ ସଂଖ୍ୟା: ୭୩୫୧/ଲୋ.ମ./୨୦୨୧ ତା. ୧୯/୦୫/୨୦୨୧ ନିବେଦନ ଏମିତି ଏକ ନିବେଦନ ଆପଣ ମାନଙ୍କୁ କରିବାକୁ ଆମ ମନରେ ନଥିଲା। ଗତବର୍ଷ ଆମକୁ ମାନସିକ, ଶାରୀରିକ ଓ ଆର୍ଥିକ ଅଶାନ୍ତିରେ ଆହତ ଓ ଅସ୍ତବ୍ୟସ୍ତ କରି ଦେଇଥିବା ଅଜଣା କୋଭିଡ଼ ମହାମାରୀ ଲେଉଟାଣି ଏମିତି ଏକ ଦିନାବସ୍ଥା ସୃଷ୍ଟି କରିଛି। ଗତବର୍ଷ … Read more →