MAHATMA & MOTHER-TONGUE / ମହାତ୍ମା ଓ ମାତୃଭାଷା

ସୁଭାଷ ଚନ୍ଦ୍ର ପଟ୍ଟନାୟକ ନିଜ ଭାଷାରେ ସରକାରୀ ସେବା ପାଇବାପାଇଁ ଓଡ଼ିଆ ଭାଷାଭାଷୀ ଅଂଚଳକୁ ନେଇ ଏକ ସ୍ବତନ୍ତ୍ର ପ୍ରଦେଶ ଗଠନ ହେଉ ବୋଲି ଗଂଜାମ ଜିଲ୍ଲାର ଘୁମୁସରରୁ ୧୧.୯.୧୮୭୦ରେ ଯେଉଁ ଦାବି ଉଠିଥିଲା ତାହା କୁଳଗୌରବ ମଧୁସୂଦନଙ୍କ ହେତୁ ସମଗ୍ର ଓଡ଼ିଆ ଜାତିର ଐକାନ୍ତିକ ଦାବିରେ ପରିଣତ ହୋଇସାରିଥିଲେ ମଧ୍ୟ ତାକୁ ଭଣ୍ଡୁର କରିବା … Read more →