ବାଚସ୍ପତିଙ୍କ ଉପରକୁ ଡାଲି ଫୋପଡ଼ା ସଂପୂର୍ଣ୍ଣ ଭର୍ତ୍ସନୀୟ // Hurling Dal at the Speaker can’t be countenanced

ସୁଭାଷ ଚନ୍ଦ୍ର ପଟ୍ଟନାୟକ ଡାଲି ଦୁର୍ନୀତିରେ କର୍ଦ୍ଦମାକ୍ତ ଥିବା ଶ୍ରୀମତୀ ପ୍ରମିଳା ମଳିକଙ୍କୁ ବାଚସ୍ପତି ଭାବେ ସଂସ୍ଥିତ ନକରିଥିଲେ ବିଜେଡ଼ି ପାଇଁ ତାହା କୌଣସି ପ୍ରକାରେ ବି କ୍ଷତିକାରକ ହୋଇନଥାନ୍ତା । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପସନ୍ଦକୁ ନାପସନ୍ଦ କରିବା ବିଜେଡ଼ି ପକ୍ଷେ ସମ୍ଭବ ନୁହେଁ । ତେଣୁ ଶ୍ରୀମତୀ ମଳିକ ବର୍ତ୍ତମାନ ଓଡ଼ିଶା … Read more →