ଈଶ୍ବରବିଶ୍ବାସ କ୍ଷତି କରେନି , କ୍ଷତି କରେ ଈଶ୍ଵରବିଶ୍ଵାସବାଦ / Faith in God may not harm, harms its enforcement

ସୁଭାଷ ଚନ୍ଦ୍ର ପଟ୍ଟନାୟକ  ନାସ୍ତିକ ନ ହେବା, ଈଶ୍ବରବିଶ୍ବାସୀ ହେବା ପରିସ୍ଥିତି ଚାପରେ ନିଜକୁ ଅସୁରକ୍ଷିତ ଅନୁଭବ କରୁଥିବା ସରଳବିଶ୍ବାସୀ ସାଧାରଣ ମଣିଷମାନଙ୍କ ଜୀବନାଭ୍ୟାସରେ ପ୍ରାୟତଃ ଦେଖିବାକୁ ମିଳେ ।କୌଣସି ବିଷୟରେ ବିଦ୍ବାନ ଓ ବୈଜ୍ଞାନିକ ହେବାକୁ ହେଲେ ସମ୍ପୃକ୍ତ କ୍ଷେତ୍ରରେ ମଣିଷ ସମାଜର ପୂର୍ବାର୍ଜିତ ଜ୍ଞାନର ଉପଯୋଗ କରି ତାକୁ ନିଜସ୍ବ ଅନୁଭୂତି ଓ … Read more →