ଈଶ୍ବରବିଶ୍ବାସ କ୍ଷତି କରେନି , କ୍ଷତି କରେ ଈଶ୍ଵରବିଶ୍ଵାସବାଦ / Faith in God may not harm, harms its enforcement

ସୁଭାଷ ଚନ୍ଦ୍ର ପଟ୍ଟନାୟକ  ନାସ୍ତିକ ନ ହେବା, ଈଶ୍ବରବିଶ୍ବାସୀ ହେବା ପରିସ୍ଥିତି ଚାପରେ ନିଜକୁ ଅସୁରକ୍ଷିତ ଅନୁଭବ କରୁଥିବା ସରଳବିଶ୍ବାସୀ ସାଧାରଣ ମଣିଷମାନଙ୍କ ଜୀବନାଭ୍ୟାସରେ ପ୍ରାୟତଃ ଦେଖିବାକୁ ମିଳେ ।କୌଣସି ବିଷୟରେ ବିଦ୍ବାନ ଓ ବୈଜ୍ଞାନିକ ହେବାକୁ ହେଲେ ସମ୍ପୃକ୍ତ କ୍ଷେତ୍ରରେ ମଣିଷ ସମାଜର ପୂର୍ବାର୍ଜିତ ଜ୍ଞାନର ଉପଯୋଗ କରି ତାକୁ ନିଜସ୍ବ ଅନୁଭୂତି ଓ … Read more →

ଭାଷା ଅନ୍ଦୋଳନର ପ୍ରଭାବ : ଓଡ଼ିଆବିଦ୍ଵେଷୀ ମଙ୍ଗିଲେଣି “ଭାଷା ହିଁ ଭବିଷ୍ୟତ”

ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା ଭାଷା ଆନ୍ଦୋଳନକୁ ଯେଉଁଦିନ ହୋଇଥିଲା ଆଠ ବର୍ଷ ଦଶ ମାସ ତିନି ଦିନ, ଭୁବନେଶ୍ବରରେ ଆରମ୍ଭ ହୋଇଥିଲା “ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ । ଏହାର ଦୁହା ଥିଲା “ଭାଷା ଅତୀତର ଅସ୍ତିତ୍ଵ , ଭାଷା ହିଁ ଭବିଷ୍ୟତ” ।  ଚାରିବର୍ଷ … Read more →

Naveen’s deathblow to Oriya Language -2

Subhas Chandra Pattanayak ଏହି ପୁସ୍ତକର ପାଠ୍ୟ ଓଡ଼ିଆ ଜାତିର ଅବଗତି ପାଇଁ କ୍ରମାଗତ ଭାବେ ପରିବେଷଣ କରାଯିବ । ଆମ ରାଜ୍ୟଭାଷା ଭୟଙ୍କର ବିପଦରେ । କ୍ରମାନୁବୃତ୍ତି ଓଡ଼ିଆ ଲୋକେ ନଜାଣିଥିବା ଭାଷାରେ ସେମାନଙ୍କ ଜମିଜମାର ରେକର୍ଡ ବି ତିଆରିହେଲା । ଦୃଷ୍ଟାନ୍ତ ସ୍ୱରୂପ ନିମ୍ନ ୩ ଗୋଟି ଦଲିଲ ଦ୍ରଷ୍ଟବ୍ୟ । ତେଲୁଗୁ … Read more →