ଓଡ଼ିଆ ଅସ୍ମିତା, ବୁଦ୍ଧ ଶ୍ରୀଜଗନ୍ନାଥ ବନାମ ଇସ୍କନ

ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସାରା ବିଶ୍ଵରେ ଓଡ଼ିଆ ହେଉଛି ଏକମାତ୍ର ଜନଜାତି , ଯାହାର ଜାତୀୟ ଗୁରୁ ପୂଜା ପାଉଛନ୍ତି ତା’ର ଜାତୀୟ ଦେବତା ରୂପେ । ଦୟାମୟ ବୁଦ୍ଧ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ରୂପେ ପୂଜା ପାଇବା ସମ୍ଭବ ହୋଇନଥାନ୍ତା ଯଦି ଓଡ଼ିଆ ଜାତିର ଅସ୍ମିତା ମହୋଦଧି ପରି ବିରାଟ ହୋଇନଥାନ୍ତା । ଇସ୍କନ … Read more →