ସ୍ନାନ ଯାତ୍ରା : ଏହା ଆମ ମାତୃରୂପା ଜଗନ୍ନାଥଙ୍କ ରଜସ୍ନାନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓଡ଼ିଆଙ୍କୁ ଛାଡ଼ି ସାରା ପୃଥିବୀରେ ଏପରି କ’ଣ କୌଣସି ଜାତି ଅଛି ଯାହାର ଚିନ୍ତାରେ, ଚଳଣିରେ,ଚରିତ୍ରରେ, ଯାହାର ଦୈନନ୍ଦିନ କାର୍ଯ୍ୟରେ, ସାର୍ବଜନୀନ ଆଚରଣରେ, ଯାହାର ବ୍ୟକ୍ତିଗତ ଜୀବନରେ, ସାମୁହିକ ଉତ୍ସବରେ, ଯାହାର ଶୟନରେ, ସ୍ୱପନରେ,ଜାଗରଣରେ, ଆଲୋକରେ, ଅନ୍ଧାରେ, ସୁଖରେ, ଦୁଃଖରେ, ସାହିତ୍ୟରେ, ସଙ୍ଗୀତରେ, ନୃତ୍ୟରେ, ଯୁଦ୍ଧରେ, ପର୍ବରେ, ପର୍ବାଣୀରେ, ସର୍ଜନାରେ, ଦର୍ଶନରେ … Read more →

ବର୍ଷ ଶେଷର ନୈବେଦ୍ୟ // ଯୁଗପୁରୁଷ ମଧୁସୂଦନ ଦାସ : ଆମ ଜାତି ଓ ଆମ କର୍ତ୍ତବ୍ୟ

ସୁଭାଷ ଚନ୍ଦ୍ର ପଟ୍ଟନାୟକ   ଗୋଟିଏ ଜାତି ଯେତେବେଳେ ଭୟଙ୍କର ବିପତ୍ତିରେ ପଡ଼ିଥାଏ, ସେତେବେଳେ ତାକୁ ତହିଁରୁ ଉଦ୍ଧାର କରିବା ପାଇଁ ଯିଏ ସମର୍ଥ ନେତୃତ୍ଵ ଦେଇଥାନ୍ତି, ତାଙ୍କୁ କୁହାଯାଏ ଯୁଗ ପୁରୁଷ । ଓଡ଼ିଶାର ଏକମାତ୍ର ଯୁଗ ପୁରୁଷ ହେଲେ ମଧୁବାବୁ : ଓଡ଼ିଆ ଜାତିର ପ୍ରାଣପ୍ରିୟ କୁଳବୃଦ୍ଧ ମଧୁସୂଦନ ଦାସ । ଓଡ଼ିଆ … Read more →