ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ

350.00

ଓଡ଼ିଆ ଭାଷାକୁ ସଂହାର କରିବାର ମାରାତ୍ମକ ଅଭିସନ୍ଧି ନେଇ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନରେ ଜାଲିଆତି ଦ୍ଵାରା ଅପସଂଶୋଧନ କରାଯାଇଛି । ଭାଷା ଆନ୍ଦୋଳନର ଷଷ୍ଠ ବର୍ଷ ପୂର୍ତ୍ତି ଅବସରରେ ଉତ୍କଳ ଦିବସ ଦିନ ଅନୁଷ୍ଠିତ ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀରେ ଗୃହିତ ଏ ସମ୍ପର୍କୀୟ  ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟାନୁଷ୍ଠାନ ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ଆଜି ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପ୍ରେରଣ କରାଯାଇଛି ଓ ଭାଷା ଆଇନରେ ହୋଇଥିବା ଜାଲିଆତିର ପ୍ରାମାଣିକ ପୁସ୍ତକ ‘ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତ’ର କୋମଳ କିତା ମଧ୍ୟ ପ୍ରେରିତ ହୋଇଛି।

Categories: ,

Leave a Reply

Required fields are marked *.


This site uses Akismet to reduce spam. Learn how your comment data is processed.