ବର୍ଷ ଶେଷର ନୈବେଦ୍ୟ // ଯୁଗପୁରୁଷ ମଧୁସୂଦନ ଦାସ : ଆମ ଜାତି ଓ ଆମ କର୍ତ୍ତବ୍ୟ
ସୁଭାଷ ଚନ୍ଦ୍ର ପଟ୍ଟନାୟକ ଗୋଟିଏ ଜାତି ଯେତେବେଳେ ଭୟଙ୍କର ବିପତ୍ତିରେ ପଡ଼ିଥାଏ, ସେତେବେଳେ ତାକୁ ତହିଁରୁ ଉଦ୍ଧାର କରିବା ପାଇଁ ଯିଏ ସମର୍ଥ ନେତୃତ୍ଵ ଦେଇଥାନ୍ତି, ତାଙ୍କୁ କୁହାଯାଏ ଯୁଗ ପୁରୁଷ । ଓଡ଼ିଶାର ଏକମାତ୍ର ଯୁଗ ପୁରୁଷ ହେଲେ ମଧୁବାବୁ : ଓଡ଼ିଆ ଜାତିର ପ୍ରାଣପ୍ରିୟ କୁଳବୃଦ୍ଧ ମଧୁସୂଦନ ଦାସ । ଓଡ଼ିଆ … Read more →