ଶେଷରେ ବାଇମୁଣ୍ଡିଙ୍କୁ ନବୀନ ପଟ୍ଟନାୟକ ମାରିଦେଲେ / Naveen Patnaik finally killed Baimundi

ସୁଭାଷ ଚନ୍ଦ୍ର ପଟ୍ଟନାୟକ କଟକ ଚିନ୍ତା ବାଇମୁଣ୍ଡିକୁ । ରାଧାମୋହନ ଗଡ଼ନାୟକ ତାଙ୍କ କବିତାରେ ଯଦି ଏହା ଲେଖିନଥାନ୍ତେ, ତେବେ ବି କଟକ ସହରକୁ ଜାଣିଥିବା କୌଣସି ଓଡ଼ିଆ ଏହା ଜାଣନ୍ତିନି – ଏକଥା କେହି ବିଶ୍ଵାସ କରନ୍ତେ ନାହିଁ । କାରଣ, ଏହା ସର୍ବଜନବିଦିତ ଯେ,ବାଇମୁଣ୍ଡିଙ୍କ ହେତୁ ହିଁ କଟକ ସହର କାଳର କରାଳ … Read more →