ତଥାପି ସୌମ୍ଯରଞ୍ଜନ// Nevertheless, Soumyaranjan

ସୁଭାଷ ଚନ୍ଦ୍ର ପଟ୍ଟନାୟକ ପ୍ରେସ୍ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭ୍ୟାସଗତ ଅବଜ୍ଞାଭାବ ସତ୍ତ୍ଵେ ସେପ୍ଟେମ୍ବର ୨୧ରେ କ୍ୟାମେରା ସାମ୍ନାକୁ ଆସି ସେ ତାଙ୍କ ଦଳରୁ ଖଣ୍ଡପଡ଼ା ବିଧାୟକ ସୌମ୍ଯରଞ୍ଜନ ପଟ୍ଟନାୟକଙ୍କୁ ବହିଷ୍କାର କରିଥିବା ଘୋଷଣା କରିଥିଲେ । ତାଙ୍କ ରାଜନୈତିକ ହନିଟ୍ରାପରେ ପଡ଼ି ଯେଉଁ ସୌମ୍ଯରଞ୍ଜନ ଭାଷା ଆନ୍ଦୋଳନକୁ ଧୋକା ଦେଇ ନବୀନଙ୍କ ହାତ … Read more →