ପାଣ୍ଡିଆନଙ୍କ ଉପରେ ମୁଖ୍ୟ ଶାସନ ସଚିବଙ୍କ ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେଉ

ସୁଭାଷ ଚନ୍ଦ୍ର ପଟ୍ଟନାୟକ ଯୋଗ୍ୟତା ଓ ବରିଷ୍ଠତା ଭିତ୍ତିରେ ଜଣେ ଓଡ଼ିଆ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହୋଇଛନ୍ତି । ସେ ହେଲେ ସର୍ବଭାରତୀୟ ପ୍ରଶାସନିକ ସେବା (IAS )ର ଶ୍ରୀ ପ୍ରଦୀପ କୁମାର ଜେନା । ତାଙ୍କୁ ଅବଜ୍ଞା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଘରୋଇ ସଚିବ ଥିବା ଭି କେ ପାଣ୍ଡିଆନଙ୍କୁ … Read more →