ବିପର୍ଯ୍ୟୟ କବଳରେ ଓଡ଼ିଆ ଅସ୍ମିତାର ଶ୍ରେଷ୍ଠ ପରିଚୟ ଶ୍ରୀ ବୁଦ୍ଧ ଜଗନ୍ନାଥ / Change of Jagannath from Buddha to Bishnu has ruined Oriya uniqueness
ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସାରା ବିଶ୍ଵରେ ଓଡ଼ିଆ ହେଉଛି ଏକମାତ୍ର ଜନଜାତି , ଯାହାର ଜାତୀୟ ଗୁରୁ ପୂଜା ପାଉଛନ୍ତି ତା’ର ଜାତୀୟ ଦେବତା ରୂପେ । ଦୟାମୟ ବୁଦ୍ଧ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ରୂପେ ପୂଜା ପାଇବା ସମ୍ଭବ ହୋଇନଥାନ୍ତା ଯଦି ଓଡ଼ିଆ ଜାତିର ଅସ୍ମିତା ମହୋଦଧି ପରି ବିରାଟ ହୋଇନଥାନ୍ତା । ବୁଦ୍ଧଦେବଙ୍କ … Read more →